କଟକ ଜିଲ୍ଲା ଚୌଦ୍ୱାର ବିରୂପା ନଦୀ ବ୍ୟାରେଜ ବ୍ରିଜରେ ଦୀର୍ଘ ସମୟ ଧରି ଫସି ରହିଥିବା ଏକ ୧୫ ଫୁଟର ଅଜଗର ସାପକୁ ଚୌଦ୍ୱାର ବନଖଣ୍ଡ କର୍ମଚାରୀ ତ୍ରିଲୋଚନ ବେହେରା ଓ ସ୍ନେକ ରେସକ୍ୟୁ ଟିମର ସଦସ୍ୟ ସୁଭମ କୁମାର ପରିଜାଙ୍କ ଦୀର୍ଘ ସମୟ ଉଦ୍ୟମରେ ଉଦ୍ଧାର କରାଯାଇଛି ।
#ArgusNews #Odisha #SnakeRescue #Cuttack #Choudwar #Python