ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର...ଗତ ୩ ଦିନରେ ସମୁଦ୍ର ଗର୍ଭକୁ ଅଧା ଚାଲିଗଲାଣି ଏରସମାର ଶିଆଳି ପର୍ଯ୍ୟଟନ ସ୍ଥଳୀ। କେବଳ ସେତିକି ନୁହେଁ ସମୁଦ୍ର ଫୁଲୁଥିବାରୁ ପୁରୀ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ପଶିଛି ଚିଲିକା ପାଣି। ସେହିପରି ବାଲେଶ୍ବର ଜଳେଶ୍ବରରେ ସମୁଦ୍ର ବେଳାଭୂମିରେ ୫ ଫୁଟିଆ ଢେଉକୁ ଦେଖି ଛାନିଆ ଅଂଚଳବାସୀ।
#ArgusNews #Odisha #Jagatsinghpur #Ersama #Sea #sealevel #seabeach #CoastalAreas