#ଜାତୀୟ_ମହିଳା_କମିଶନ_ଅଧ୍ୟକ୍ଷଙ୍କ_ମୁଖ୍ୟମନ୍ତ୍ରୀଙ୍କୁ_କଡା_ଚିଠି
ମମିତା ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ କଡା ଚିଠି ଲେଖିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଚିଠିରେ ସେ ଦାବି କରିଛନ୍ତି ।
#mahilacommission #CMOOdisha #MamitaMurderCase #JusticeforMamita #Kalahandi #GovindSahu #DibyaShankarMishra #Odisha #ArgusNews