ଜିଲ୍ଲାପାଳଙ୍କ ଧର୍ମପତ୍ନୀ ଙ୍କୁ ଭିଆଇପି ତ୍ରିଟମେଂଟ ।
ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ ଭିଆଇପିଙ୍କ ପାଇଁ ଅଲଗା ନିୟମ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଣ୍ଟା ଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି ରହିଥିବା ସ୍ଥାନୀୟ ମହିଳାମାନେ ।
#ArgsuNews #ArgusTv #ArgusNewsTv #Odisha #Sundergarh #treatment