ଗଡ଼ୁନି ରଥ l ରଥରୁଢ଼ ହେଉନାହାନ୍ତି ବିଶ୍ୱନୀୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା l ଭକ୍ତ ଆଉ ଭଗବାନଙ୍କ ମଝିରେ ପାଚେରୀ ହୋଇଛି ମହାମାରୀ କରୋନା l ଆସନ୍ତୁ ଦେଖିବା ବ୍ୟାସନଗର ସହରର ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ କେମିତି ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ର
#ArgusNews #Odisha #ArgusNewsTV #Jajpur #byasanagar #RathYatra2021