#ଜିଲ୍ଲା_ପରିଷଦ_ଅଧକ୍ଷ୍ୟ_ତାଲିକାରେ_ତ୍ରୁଟି
ଓ୍ବାର୍ଡ ମେମ୍ବର,ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପରେ ଜିଲ୍ଲା ପରିଷଦ ଅଧକ୍ଷ୍ୟ ତାଲିକାରେ ବି ତ୍ରୁଟି । ଯାହାକୁ ନେଇ ପୁଣି ଥରେ ଦେଖା ଦେଇଛି ନୂଆ ବିବାଦ । ସାମ୍ବାଦିକ ସମ୍ମୀଳନି କରି ରାଜ୍ୟ ସରକାରଙ୍କୁ କାଠ ଗଡାକୁ ଟାଣିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।
#PanchayatElection #List #knarayanarao #PressMeet #court #Odisha #ArgusNews