ଟୀକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼। ସତେ ଯେମିତି ଟୀକାକରଣ କେନ୍ଦ୍ର ବିକ୍ରି ହେଉଛି କରୋନା । ନା ସାମାଜିକ ଦୂରତା ପ୍ରତି ଏଠି ଗୁରୁତ୍ୱ ଦିଆଯାଉଛି ନା ଲୋକଙ୍କ ପାଇଁ ରହିଛି ମୌଳିକ ବ୍ୟବସ୍ଥା ଟିକେ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୁଆପେଣ୍ଠ ଟୀକାକେନ୍ଦ୍ରର ।
#ArgusNews #Odisha #Berhampur #VaccinationCenter