#ଡାକ୍ତରୀ_ଛାତ୍ରୀଙ୍କ_ଆତ୍ମହତ୍ୟା_ଅଭିଯୋଗ
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ । କଲେଜରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ସନ୍ଦେହଜନକ ଅବସ୍ଥାରେ ତୃତୀୟବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତଦେହ ମିଳିଛି । ସେପଟେ ପରିବାର ଆଣିଲା ସଙ୍ଗୀନ ଅଭିଯୋଗ ।
#Balangir #bhimabhoi #medicalcollege #police #family #complain #Odisha #ArgusNews