ଡେଲିଭରି ବୟ ଅପହରଣ ନୁହଁ ନାଟକ ରଚି ଏକ ଯୁବତୀଙ୍କ ସହ ଫେରାର ହେଉଥିଲା ଡେଲିଭରି ବୟ । ଅଡିଓ ଏକ ନାଟକ ଥିଲା ବୋଲି ବର୍ତମାନ ସ୍ପଷ୍ଟ ହୋଇଛି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡିସିପି ଉମାଶଙ୍କର ଦାଶ
#Deliveryboy #rescue #Madhyapradesh #police #UmashankarDas #swiggyboy #Bhubaneswar #Odisha #ArgusNews