#ଡ୍ରମ_ଭିତରେ_ବନ୍ଦୀ_ହେଲା_ନାଗ_ସାପ
#ସାପକୁ_ବନ୍ଦୀ_କରିବାକୁ_ଉଭା_ହେଲେ_କାଳିସୀ
ଯାଜପୁର ଦାନଗଦି ବ୍ଲକ ମାନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଗାଁର ଜଣେ ଶିଶୁକୁ ସାପ କାମୁଡିବା ପରେ ସାପକୁ କାବୁ କରି ତାକୁ ପୂଜା କରୁଥିଲେ ଗ୍ରାମବାସୀ। ଖବର ପାଇ ସ୍ନେକ ଲାଇନ ସଦସ୍ୟ ଗାଁରେ ପହଂଚି ସାପକୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ସେପଟେ ସର୍ପାଘାତରେ ଗୁରୁତର ଶିଶୁ କଟକରେ ଚିକିତ୍ସିତ ହେଉଥିବା ଜଣାପଡିଛି
#Jajpur #Snake #Child #Odisha #ArgusNews