#ଆଗକୁ_ବର୍ଷା_ଦିନ
#ବର୍ଷା_ପାଣିରେ_ଉବୁଟୁବୁ_ହେବ_ଜଗତସିଂହପୁର_ତଳିଆ_ଅଂଚଳ
ସହରରେ ଥିବା ଡ୍ରେନେଜ ଜବର ଦଖଲ ଓ ଅବ୍ୟବସ୍ଥା ଯୋଗୁ ବର୍ଷା ଦିନ ଆସିଲେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପୌର ପ୍ରଶାସନ ଓ ଡ୍ରେନେଜ ବିଭାଗର ତାଳମେଳ ରହୁ ନଥିବାରୁ କାମ ଅଧାରେ ପଡିରହିଛି । ଫଳରେ କାମ ପାଇଁ ଆସିଥିବା କରି କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।
#ArgusNews #ArgusNewsTV #Odisha #drainageproblem