#ଦେଢ୍_ବରଷ୍_ପରେ_ବି_ନାଇ_ବଦଳିଲା_ଭାଗ୍ୟ!
ଭଲ ରାସ୍ତାନୁ ବଚିକିନା ଅଛନ୍ ସିହିନୀ ଗ୍ରାମବାସୀ । ନିଜର୍ ସମସ୍ୟା ଲାଗି ନିଜେ ବାହାରିଲେ । ଜେସିବି ଲଗେଇକିନା ନିଜର୍ ଘର ଆର୍ ପାଚେରୀ ଭାଙ୍ଗୁଛନ୍ ଗାଁବାସୀ । ସେଟା ଫେର୍ ନିଜର୍ ପକେଟନୁ ପଏସା ଖର୍ଚ୍ଚ କରିକିନା ଭାଙ୍ଗୁଛନ୍
#ArgusNews #Odisha #ArgusNewsTV #NewsChannel #Titlagarh #Road_Construction