ଇ ହେଉଛନ୍ ଦେବଗଡ଼ ଜିଲ୍ଲା ନୂଆଡ଼ିହି ପଂଚାୟତ୍ ଭେଜିକୁଦ୍ ର ବିଶ୍ବନାଥ କିଷାନ। ଗଲା ୬ ମାସ ହେଲା କିଡନୀ ରୁଗେ ପଡିଛନ୍। ସେନ୍ତା ଜଗତୀଶ୍ବର କିଷାନ ଆର୍ ପୁନିଆ କିଷାନଙ୍କର୍ ସମାନ୍ ଅବସ୍ଥା । ଖାଲି ଇ ଦୁଇ ଚାର୍ ଜନ୍ ନାଇସେ ଇଟାର୍ ଆଘନୁ ୨0ନୁ ୨୫ ଜନ୍ କିଡନୀ ରୁଗେ ପଡିସାରଲେନ।
#Deogarh #WaterProblem #Odisha #ArgusNews