ଧରାବତରଣ କରିଛନ୍ତି ଦେବଶିଳ୍ପୀ ପ୍ରଭୁ ବିଶ୍ବକର୍ମା । ଏଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା। ଅର୍ଗସ କାର୍ଯ୍ୟାଳୟରେ ଧୁମଧାମର ସହ ପାଳିତ ହୋଇଛି ବିଶ୍ବକର୍ମାଙ୍କ ପୂଜା । କାର୍ଯ୍ୟାଳୟର ଯନ୍ତ୍ରାଂଶ ପୂଜା ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା
#BiswakarmaPuja #Odisha #argusoffice #Lordbiswakarma #ArgusNews