#ନାଟକ_ଥିଲା_ଅପହରଣ!
#ଅପହରଣ_ଡ୍ରାମାରୁ_ହଟିଲା_ପରଦା
#ମିଳିଲା_ଡେଲିଭରି_ବୟର_ସନ୍ଧାନ
ଅପହରଣ ନୁହଁ ନାଟକ ରଚି ଏକ ଯୁବତୀଙ୍କ ସହ ଫେରାର ହେଉଥିଲା ଡେଲିଭରି ବୟ । ମଧ୍ୟ ପ୍ରଦେଶରୁ ପତିତ ପାବନ ପୃଷ୍ଟି ଙ୍କ ସନ୍ଧାନ କଲା କମିସନରେଟ ପୋଲିସ ।
#Deliveryboy #rescue #Madhyapradesh #police #UmashankarDas #swiggyboy #Bhubaneswar #Odisha #ArgusNews