କରୋନା ଲକ୍ ଡାଉନ ବଦଳାଇ ଦେଲା ପରିଚୟ । ନୃତ୍ୟ ଗୁରୁ ପାଲଟିଲେ ଚିକେନ୍ ବ୍ୟବସାୟୀ...ଆଉ ଡ୍ୟାନ୍ସ ଏକାଡେମୀରେ ମଧ୍ୟ ପଡିଲା ତାଲା । ଯାହାଙ୍କ ନୃତ୍ୟରେ ଦିନେ ତାଳିରେ ଫାଟିପଡିଥିଲା ମଞ୍ଚ, ସେ ଏବେ ପେଟ ପାଇଁ ରାସ୍ତାକଡରେ କରୁଛନ୍ତି ଚିକେନ ବ୍ୟବସାୟ ।
#ArgusNews #Odisha #Berhampur #chatrapur #dancemaster #chickenshop