ପୁରୀଜିଲ୍ଲା ପିପିଲି ବ୍ଲକ ଜସୁଆପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଗତ ତା 24-08-2021ରିଖରେ ଭୋଟ ଗ୍ରହଣ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଥିବା ଯୋଗୁଁ ଫଳାଫଳ ଘୋଷଣା ସ୍ଥଗିତ ରଖାଯାଇଛି । ଏବେ ପୁନର୍ବାର ଉକ୍ତ ପଞ୍ଚାୟତର ନ୍ୟାୟବ ସରପଞ୍ଚ ସରପଞ୍ଚଙ୍କ ବିରୋଧରେ ନାନା ଅଭିଯୋଗ ଆଣି ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
#Puri #Pipili #sarapancha #Allegation #Odisha #ArgusNews