ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଯୋରଦାର ପ୍ରସ୍ତୁତି । ରାଜ୍ୟ ସ୍ତରରୁ ନେଇ ବୁଥ୍ ସ୍ତର ପର୍ଯ୍ୟନ୍ତ କେମିତି ରିହିଛି ଦଳର ସ୍ଥିତି । ସେ ନେଇ ସମୀକ୍ଷା କରିବାକୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଗ ।
#ArgusNews #Odisha #BJP4IND #PanchayatPolls