#ପଦାରେ_ପଡିଲା_ନଗର_ଉନ୍ନୟନ_ମନ୍ତ୍ରୀଙ୍କ_ଡାହା_ମିଛ
ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବର୍ଷା ଦିନ ପୂର୍ବରୁ ଡ୍ରେନେଜ୍ ସମସ୍ୟା ଓ ଜଳ ବନ୍ଦୀ ସମସ୍ୟାର ସମାଧାନ କରାଯିବା । ହେଲେ ପୁଣି ଥରେ ପ୍ରଶାସନର ଅବହେଳା ଯୋଗୁଁ ଭାସିଗଲା ଜଣେ ନାବାଳକ । ଏହାରି ଭିତରେ ୫ ବର୍ଷରେ ଡ୍ରେନରେ ଭାସିଯାଇ ଗଲାଣି ୪ ଜଣଙ୍କ ଜୀବନ ।
#Bhubaneswar #Drainageproblems #water #Minister #PratapJena #Odisha #ArgusNews