#ପାଇପ_ଯୋଗେ_ବିଶୁଦ୍ଧ_ପାନୀୟ_ଜଳ_ପାଇବା_ଏବେବି_ସ୍ୱପ୍ନ
କେନ୍ଦ୍ର ଦେଉଛି ଅର୍ଥ...ହେଲେ ରାଜ୍ୟରେ ଯୋଜନା ହେଉଛି ବାଟମାରଣା । କେବଳ ଠିକାଦାର ଓ ଦଳୀୟ କର୍ମୀଙ୍କୁ ପୋଷିବାରେ ଲାଗିଛନ୍ତି ସରକାର। ଏକଥା ସିଧାସିଧା ଅଭିଯୋଗ କରିଛନ୍ତି ବିରୋଧୀ। ପଞ୍ଚାୟତ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପିଇବା ପାଣିକୁ ନେଇ ଆରମ୍ଭ ହୋଇଛି ତୁତୁ ମେଁ ମେଁ...
#ArgusNews #ArgusNewsTV #Odisha #puredrinkingwater #PanchayatElection