#ସରକାରକା_ମାଲ_ଦରିଆମେ_ଡାଲ୍
ଗ୍ରୀଡ଼ ହେଇଛି, ହେଲେ ହୋଇନି ବିଦ୍ୟୁତ ସଂଯୋଗ । କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ବିଦ୍ୟୁତ ଗ୍ରୀଡ଼ । 50 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗ୍ରୀଡଆରମ୍ଭରୁ ଅଚଳ ହୋଇ ପଡିରହିଛି।
#ArgusNews #Odisha #ArgusNewsTv #Rayagada #gunupur #electricity