ପାଣି ଭାର ବୋହି ବୋହି ଉଠାଉଛନ୍ତି ଜୀବନର ଭାର। ୫୫ବର୍ଷ ତଳୁ ପାଣି ଭାର ବୋହିବା କାର୍ଯ୍ୟ ଆରମ୍ଭ କରିଥିଲେ ମୟୂରଭଞ୍ଜ କପ୍ତିପଦା ବ୍ଳକ ଅନ୍ତର୍ଗତ ବିଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ର ମହାକୁଡ। ଏବେ ବୟସ ୭୫ ଛୁଇଁଲାଣି ତଥାପି ଥକିପଡିନି କୃଷ୍ଣଚନ୍ଦ୍ରଙ୍କ ପାଦ
#ArgusNews #Odisha #NewsChannel #ArgusNewsTV #Mayurbhanja #Kaptipada