ପିଏମଙ୍କ ପଦାଙ୍କ ଅନୁସରଣ କଲେ ଓଡିଶା ସରକାର ।
ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତି ପରେ ରାଜ୍ୟ ସରକାର ମଧ୍ୟ ସମାନ ଢଙ୍ଗରେ ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ମୋଦି ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ପ୍ରାଥମିକତା ଦେଇଥିଲେ ।
#ArgusNews #ArgusTv #Odisha #plustwoexam #CHSE