ପୁଣି ଫାଟିଲା ପାଣି ପାଇପ । ରାଜାବଗିଚା ପରେ ପୁଣି ଫାଟିଲା ଅମୃତଯୋଜନା ପାଣି ପାଇପ । ବାଦାମବାଡ଼ି ଛକରେ ପାଇପ ଫାଟି 20 ଫୁଟ ଉଞ୍ଚକୁ ଉଠିଲା ପାଣି । ଜଣେ ଆହତ। ଲୋକେ ଆତଙ୍କିତ। କିଛିଦିନ ତଳେ ରାଜା ବଗିଚା ନିକଟରେ ଫାଟିଥିଲା ପାଇପ।
#Cuttack #Waterpipe #Rajabagicha #Odisha #ArgusNews