#ପୁଣି_ବିବାଦରେ_ପଞ୍ଚାୟତିରାଜ_ବିଭାଗ !
ଚର୍ଚ୍ଚାରେ ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ଦେଓରଞ୍ଜନ ସିଂହ । ପୁରୀରେ ଆବାସ କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ଜିଲ୍ଲାପ୍ରଶାସନ ଆରମ୍ଭ କରିଛି ପ୍ରଚାର । ପକ୍କାଘର କେଳେଙ୍କାରୀ ପଦାକୁ ଆସିବା ପରେ ବଦନାମ ହୋଇଥିଲେ ସରକାର
#ArgusNews #Odisha #ArgusNewsTV #Puri #PanchayatiRaj #PratapJena #abasyojana #paccaghara