ପୁଣି ସାମ୍ନାକୁ ଆସିଲା ଇକମୋ ଚିକିତ୍ସାର ଅଵ୍ୟଵସ୍ଥା । ଭଦ୍ରକର 48 ବର୍ଷୀୟ ମୃତୁଞ୍ଜୟ ପାତ୍ର କରୋନା ଆକ୍ରାନ୍ତ 26 ଦିନ ହେବ ରାଜଧାନୀର ଆପୋଲୋ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ମିଲାପ ଆପ ରେ ଫଣ୍ଡ ରେଜ କରିବା ପାଇଁ ପରିବାର ଲୋକେ ନିବେଦନ କରିଥିବା ବେଳେ ଜନ ସାଧାରଣ ଙ୍କୁ ଆର୍ଥିକ ସହଯୋଗ ସାହାଯ୍ୟ ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।
#ArgusNews #ArgusNewsTV #Odisha #ECMO_Treatment