#ପୁରୀ_ସମୁଦ୍ର_କୂଳରୁ_ଶଙ୍ଖ_ଓ_ସାମୁକା_କିଣୁଛନ୍ତି_କି
#ସାବଧାନ_ଚଢ଼ାଉ_କରୁଛି_ବନବିଭାଗ
ପୁରୀ, ଚନ୍ଦ୍ରଭାଗା ଓ ସାତପଡ଼ା ସମୁଦ୍ର କୂଳ ଅଞ୍ଚଳରେ ବେଆଇନ୍ ଭାବେ ବିକ୍ରି ହେଉଛି ‘ସି-ସେଲ୍’ । ଛତୁ ଫୁଟିବା ପରି ଖୋଲିଛି ଶଙ୍ଖ ଷ୍ଟଲ । ତେବେ ଯଦି ଆପଣ ମାନେ ଏହି ଜିନିଷ ସବୁ କିଣୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଆପଣ ମାନଙ୍କ ଉପରେ ନଜର ରଖିଛି ପୁରୀ ବନ୍ୟପ୍ରାଣୀ ବିଭାଗ ।
#Puri #conch #selling #stall #ForestOfficer #odisha #ArgusNews