ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ତରଫରୁ ପଦଯାତ୍ରା ଓ ପାଣି ଭିତରେ ପ୍ରତିବାଦ । ବିସ୍ଥାପିତ ପ୍ରଜାମଞ୍ଚ ତରଫରୁ ୪ ଦଫାଦାବି ନେଇ ରଂଗଥଳି ଛକ ଠାରୁ ଦଦରାଘାଟି ଡ୍ୟାମ ଯାଏ ପଦଯାତ୍ରା ବାହାର କରାଯାଇଥିଲା । ବିରାଟ ପଦଯାତ୍ରାରେ ବାହାରି ଦଦରାଘଟି ଡ୍ୟାମ ଯାଏ ଯିବାପରେ ସେଠାରେ ପାଣିରେ ଆନ୍ଦୋଳନ କରାଯାଇଥିଲା
#Dhenkanal #Dadaraghati #Jalasamadhi #protest #Padayatra #Odisha #ArgusNews