#ପ୍ରଧାନମନ୍ତ୍ରୀଙ୍କ_ଫୋକସରେ_ଗରିବ_ଆଦିବାସୀ_ମହିଳା
#ଦ୍ରୌପଦୀ_ମୁର୍ମୁ_ଏନଡିଏର_ରାଷ୍ଟ୍ରପତି_ପ୍ରାର୍ଥୀ
ଶହ ଶହ କୋଟି ଟଙ୍କା ଖର୍ଚ୍ଚ ପରେ ବି ବଦଳୁନି ରାଜ୍ୟ ଆଦିବାସୀଙ୍କ ସ୍ଥିତି । ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କୋରାପୁଟ୍ ଭଳି ଅନେକ ଅଂଚଳରେ ୮୦ ଦଶକର ସ୍ଥିତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମସ୍ୟା ସହ ଜୁଝୁଛନ୍ତି ଆଦିମ ଅଧିବାସୀ ।
#PMmodi #Money #Koraput #Education #Waterproblem #Tribal #Odisha #ArgusNews