#ପ୍ରେମ_ବ୍ୟାପାରରୁ_ତୁମୁଳକାଣ୍ଡ
ବିଚ ରାସ୍ତାରେ ଯୁବକ ଓ ଯୁବତୀଙ୍କ ତୁମୁଳକାଣ୍ଡ । ପ୍ରେମ ବ୍ୟାପାରରୁ ଏଭଳି କାଣ୍ଡ । ତ୍ରିକୋଣୀୟ ପ୍ରେମ କାହାଣୀରୁ ଗଣ୍ଡଗୋଳ ସୂଚନା । ଭୁବନେଶ୍ୱର ଡମଣା ଛକରେ ଆଜି ସନ୍ଧ୍ୟାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
#Bhubaneswar #DamanaSquare #viralvideo
#triangularlovestory #Lovetriangle #Odisha #ArgusNews