#ବିକାଶର_ପାଦ_ପଡିନାହିଁ_ନିୟମଗିରିର_ବଣ୍ଡେଲି_ଗାଁରେ ଗାଁକୁ ଯିବାକୁ ହେଲେ ଆଜି ଦୁର୍ଗମ ପାହାଡ ଚଢି ୮ କିଲୋମିଟର ଯିବାକୁ ପଡେ। ପାହଡ ମଝିରେ ଥିବା ଗାଁରେ ବିଜୁଳି ଆଲୁଅ କଣ ଲୋକେ ଜାଣନ୍ତି ନାହିଁ। ୩୦ରୁ ଅଧିକ ଡଙ୍ଗରିଆ ଏହି ଗାଁରେ ରହୁଥିଲେ ବି ସେମାନଙ୍କ ବିକାଶ ଲାଗି ରହିଥିବା ସ୍ବତନ୍ତ୍ର ସଂସ୍ଥା ଏଠି ନିଷ୍କ୍ରିୟ।
#ArgusNews #Odisha #Rayagada #bissamcuttack #UnderDevelopment #electricity #electricityproblem