ଗରିବଙ୍କ ପାଇ ନାହିଁ...ହେଲେ ଚୋରା ଚାଲାଣ ହେଉଛି ବସ୍ତା ବସ୍ତା ପିଡ଼ିଏସ l କେତେବେଳେ ବାଇକରେ ତ ଆଉ କେତେବେଳେ ସାଇକେଲ ଯୋଗେ ରାତି ଅଧିଆ ପିଡ଼ିଏସ ଚୋରାଚାଲାଣ ହେଉଛି ତ କେତେବେଳେ ଦିନ ଦ୍ବିପହରେ ଟ୍ରକରେ ଚାଲଣ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଚୋରା ପିଡ଼ିଏସ...
#ArgusNews #Odisha #Nayagarh #pdsscam