ଆଖିରେ ନଦେଖିଲେ କେହି ବିଶ୍ୱାସ କରିବେନି । ରାଜ୍ୟରେ ଏମିତି ଗାଁ ରହିଛି ଯେଉଁଠିକୁ ପହଁଚିବା ପାଇଁ ରାସ୍ତା ଟିଏ ନାହିଁ । ବିଦ୍ୟୁତ ସେବା ତ ଦୁରର କଥା , ପାଣିମୁନ୍ଦେ ମଧ୍ୟ ପାଇବାପାଇଁ ଗାଁରେ କୂଅ କିମ୍ବା ନଳକୂଅଟିଏ ମଧ୍ୟ ନାହିଁ ।
#ArgusNews #Odisha #Berhampur #Bhanjanagar #villageproblem