#ବିଜେଡି_ପାଇଁ_ନିୟମ_ନାହିଁ
#ନିୟମ_ଭାଙ୍ଗିଲେ_ବି_ଆକ୍ସନ_ନାହିଁ
କରୋନା ନିୟମକୁ ବାଏଁବାଏଁ କରି ନିର୍ବାଚନୀ ସଭା । ଗାଡି ଲଗାଇ ଲୋକଙ୍କୁ ଆଣି ନୟାଗଡରେ ସମାବେଶ କଲେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ବେହେରା । ହଜାର ହଜାର ଲୋକଙ୍କ ଉପସ୍ଥିତରେ ନିର୍ବାଚନୀ ସଭା ଚାଲିଥିବା ବେଳେ ପ୍ରଶାସନ ସାଜିଥିଲା କି ଦେଖଣାହାରୀ ।
#panchayatelections #nayagarh #Dashpalla #MLA #BJD #president
#OdishaCM #Odisha #ArgusNews