ବିଦ୍ୟୁତ ବିଭାଗ ର ମନମାନି,ଅଘୋଷିତ ବିଦ୍ୟୁତକାଟ ଏବଂ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତିହାର ଦାବି ରେ ଗଞ୍ଜାମ ବିଜେପି ର ବିକ୍ଷୋଭ ପ୍ରଦର୍ଶନ । ଏ ନେଇ ଆଜି ଦକ୍ଷିଣାଞ୍ଚଳ ମୁଖ୍ୟ ବିଦ୍ୟୁତ ଅଫିସ କୁହାଯାଉଥିବା ଟାଟା ପାୱାର କର୍ପୋରେଟ ଅଫିସ ଆଗରେ ବିକ୍ଷୋଭ ସହ ଧାରଣା ଦେଇଛି ବିଜେପି
#ArgusNews #Odisha #ArgusNewsTV #ElectricityPricehike #BJP #Strike #TataPower #tpdcol