#ବିନା_ଛୁଞ୍ଚିରେ_ଶିଶୁଙ୍କୁ_ଦିଆଯିବ_କୋଭିଡ_ଟୀକା ।
ଛୋଟ ଛୁଆମାନେ ଇଞ୍ଜେକ୍ସନ ନେବାକୁ ଡ଼ରୁଥିବାରୁ ସେମାନଙ୍କୁ ଫର୍ମା ଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟୀକା ଦିଆଯିବା ନେଇ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନସିଂ ଜରିଆରେ ଦିଆଯାଇଛି ସ୍ୱତନ୍ତ୍ର ଟ୍ରେନିଂ ।
#ZycovD #Odisha #ArgusNews #childrenvac #childrenvaccination #COVID19Vaccine #India