ଭାରତର ନିଜସ୍ବ ଅନଲାଇନ୍ ଡିଜିଟାଲ୍ ଟ୍ରାନ୍ଜାକ୍ସନ ପ୍ଲାଟଫର୍ମ ଭିମ୍ ୟୂପିଆଇ ଦେଶରେ ସଫଳତା ପାଇବା ପରେ ଏବେ ପହଁଚିଛି ବିଦେଶରେ I ପଡ଼ୋଶୀ ଭୁଟାନ୍ ପ୍ରଥମ ଦେଶ ଭାବରେ ଏବେ ଗ୍ରହଣ କରିଛି ଭିମ୍ ବା ଭାରତ ଇଣ୍ଟରଫେସ୍ ଫର୍ ମନି ବ୍ୟବସ୍ଥା .
#ArgusNews #BHIMUPI #Bhutan