ପଥର ପ୍ୟାକିଂକୁ ଦୁଇ ମାସ ବି ଗଲାନି ତା ପୂର୍ବରୁ ଭାର୍ଗବୀ ନଦୀ ବନ୍ଧର ଅବସ୍ଥା ଏମିତି। ନିମ୍ନମାନର କାମ ଯୋଗୁଁ ଧଶିଯାଇଛି ପଥର ପ୍ୟାକିଂ। ଚଳିତବର୍ଷର ପ୍ରଥମ ବନ୍ୟାଜଳରେ ଧୋଇଗଲା କୋଟିକୋଟି ଟଙ୍କାର କାର୍ଯ୍ୟ! ୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କାର୍ଯ୍ୟର ୨ମାସ ନପୁରୁଣୁ ଖସିଗଲାଣି ପଥର ପ୍ୟାକିଂ।
#ArgusNews #Odisha #pipili #scam