୨୦୦୮ ମସିହା, ପବିତ୍ର ଜନ୍ମାଷ୍ଟମୀରେ ଦୁର୍ଦ୍ଦାନ୍ତ ନକ୍ସଲବାଦୀମାନେ ମହାନ ସନ୍ଥ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ କନ୍ଧମାଳରେ ତାଙ୍କ ଆଶ୍ରମରେ କୁନି କୁନି ପିଲାଙ୍କ ସମ୍ମୁଖରେ ହତ୍ୟା କରିଥିଲେ । ସ୍ୱାମୀଜୀଙ୍କ ପ୍ରୟାସ ଦ୍ୱାରା କନ୍ଧମାଳରେ ଧର୍ମାନ୍ତୀକରଣ ବନ୍ଦ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ଭୂମିରେ ଧର୍ମାନ୍ତୀକରଣ ଏକ ବଡ଼ ଅଭିଶାପ । ଆମର ଏହି ଜଗନ୍ନାଥ ଧାମରୁ ଧର୍ମାନ୍ତୀକରଣ ଷଡ଼ଯନ୍ତ୍ରକୁ ମୂଳପୋଛ କରିବା ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଦେଖନ୍ତୁ ବିଶ୍ଵ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପଦକ ଡ଼ା. ସୁରେନ୍ଦ୍ର ଜୈନ୍ ଙ୍କ ଏକ୍ସକ୍ଳୁସିଭ ବୟାନ ।
#ArgusNews #Odisha #Justice #SwamiLakshmananandaSaraswati #ReligiousConversion