#ଲୋକଙ୍କୁ_କାହିଁକି_କରାଯାଉଛି_ବାଧ୍ୟ
ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଟିକା ନନେଲେ ସରକାରୀ ଯୋଜନାରୁ ବଞ୍ଚିତ ହେବେ ହିତାଧିକାରୀ । କରୋନାର ଦ୍ବିତୀୟ ଡୋଜ ଟିକା ନନେଲେ ସରକାରୀ ଯୋଜନାରୁ କଟିବେ ହିତାଧିକାରୀ । ଏଭଳି ଏକ ଉଦ୍ୟମକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
#sambalpur #covid19 #coronavirus #secondvaccine #govthelp #Odisha #ArgusNews