#ମନରେଗା_ନୁହେଁ_ପରିବାର_ଯୋଜନା !
ଗଞ୍ଜାମ ଭଞ୍ଜନଗରରେ ମନରେଗା ନୁହେଁ ପରିବାର ଯୋଜନା ଚାଲିଥିବା ଅଭିଯୋଗ। ପୋଖରୀ ପୁନରୁଦ୍ଧାର ପାଇଁ ଆସୁଛି ମନରେଗା ଯୋଜନାରେ କୋଟି କୋଟି ଟଙ୍କା । କିନ୍ତୁ କିଛିବି କାମ ନକରି ଲକ୍ଷ ଲକ୍ଷ ଟଙ୍କାକୁ ଆତ୍ମସାତ କରିବାରେ ଲାଗି ପଡିଛି ବ୍ଲକ ପ୍ରଶାସନ
#Ganjam #Bhanjanagar #mgneraYojana #Corruption #Odisha #ArgusNews