ମମିତାଙ୍କ ମୋବାଇଲରେ ଥିବା ଆପତି ଜନକ ଭିଡିଓରେ ଥିଲେ କିଏ ? ଗୋବିନ୍ଦକୁ ଧରି କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ପୋଲିସ ? ଗୋବିନ୍ଦ ଫେରାର ହେଲା ପରେ ମମିତାର ମୃତ ଦେହକୁ କେଉଁଠି ପୋତା ଯାଇଛି, କେମିତି ଜାଣିଲା ପୋଲିସ? ପୋଲିସ କଣ ସବୁ କିଛି ଆଗୁଆ ଜାଣିଥିଲା ? ତାହା ହେଲେ ଗୋବିନ୍ଦ କାହା ପାଇଁ ମୋହରା ?
#MamitaMurderCase #JusticeforMamita #Kalahandi #DibyaShankarMishra #police #GovindSahu #Mahalinga #Odisha #ArgusNews