ମମିତା ମେହେର ମାମଲାରେ ବଢୁଛି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ମହାଲିଙ୍ଗ କଲେଜକୁ ଅନୁକମ୍ପା ନେଇ ଉଠିଛି ପ୍ରଶ୍ନ । ମହାଲିଙ୍ଗ କଲେଜକୁ ନିଜ ଜୀବନ ବୋଲି କହିଥିଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି କଲେଜକୁ ମିଳିଛି ପ୍ରଚୁର ଅନୁଦାନ ।
#SunshinePublicSchool #kidnap #Kalahandi #Principal #MamitaMeher #GovindSahu #DibyaShankarMishra #MissingCase #Odisha #ArgusNews