ମା ଙ୍କ ସ୍ମୃତିକୁ ମନେ ପକାଇବା ଉଦେଶ୍ୟରେ ଅନୁସୟା ମହାନ୍ତି ନାମକ ଜଣେ ମହିଳାଙ୍କ ପୁଅ ଟିମ ସମର୍ପିତ ଏବଂ ସେବା ଫାଉଣ୍ଡେସନ ସହ ମିଶି ରାଜଧାନୀର ବିଭିନ୍ନ ବସ୍ତିରେ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ।
#ArgusNews #ArgusTv #ArgusNewsTv #Odisha #Food_Distribution