ଜଗତଜନନୀ ମା ଦୂର୍ଗାଙ୍କର ଆଜି ମହାନବମୀ ପୂଜା। ନବଦିନାତ୍ମକ ପୂଜାର ଆଜି ଶେଷଦିନ। ଉପବାସ ଓ ବ୍ରତ୍ରଧାରୀମାନେ ମହାନବମୀରେ ନଅ ଜଣ କୁଆଁରୀ ଶିଶୁ କନ୍ୟାଙ୍କୁ ପୂଜାକଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ଯେଉଁଥିପାଇଁ ଆଜି ବଲାଙ୍ଗିର ସମଲେଇ ମନ୍ଦିରରେ କୁଆରୀ କନ୍ୟାଙ୍କୁ ପୂଜାର୍ଚ୍ଚନା କରାଯାଇଛି।
#DurgaPuja #mahanabamipuja #MaaDurga #worship #Balangir #Odisha #ArgusNews