ଦୁବାଶିଷ ଶଙ୍କର ଓରଫ ଅରୁଣ , ନାମକ ମାଓବାଦୀ ଲିଡର ଗିରଫ. କୋରାପୁଟ ପୋଲିସ, ଏସଓଜି ଏବଂ ବିଏସଏଫଙ୍କ ସହାୟତାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବୈପାରୀଗୁଡା ଥାନାରେ ମାମଲା ରୁଜୁ କରାଯାଇଛି। ସେ ବହୁତ ଜଘନ୍ୟ ଅପରାଧରେ ଜଡିତ ଥିଲେ । ତାଙ୍କ ନାଁ ରେ ପୋଲିସ 20 ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ
#Terrorist #Arrest #PoliceDG #Odisha #ArgusNews