#ମୋଦିଙ୍କ_ଦ୍ବିତୀୟ_ପାଳି_ସରକାରକୁ_ପୁରିଲା_2ବର୍ଷ !
ଏହି ଦିବସକୁ ବିଜେପି ସାରାଦେଶରେ ସେବା ଦିବସ ଭାବେ ପାଳନ କରୁଛି । ବିଜେପିର କର୍ମକର୍ତା ଗାଁ ଗାଁରେ ପହଂଚି ଲୋକଙ୍କ ପାଖରେ ସେବା ପହଂଚାଉଛନ୍ତି । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
#ArgusNews #NewsChannel #ArgusNewsTV #BJP #Modi_Govt #2Years_Complete #BJP_Seva_Divas