ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନଂ୧୩ର ବାଉଁଶ ପଡ଼ା, ଇଏ କୌଣସି ଉପାନ୍ତ ଇଲାକା ନୁହେଁ । ସୁନ୍ଦରଗଡ଼ ସଦର ମହକୁମାରୁ ଏହି ଗାଁ ର ଦୂରତା ଅତି ବେଶୀରେ ୫କିଲୋମିଟର ହେବ । ହେଲେ ଯାତାୟତ ପାଇଁ ଏଠାକାର ଲୋକଙ୍କ ଭରସା ଜମି ହିଡ଼। ବିଜୁ ଏକ୍ସପ୍ରେସରୁ ଅନତି ଦୂରରେ ଥିବା ଏହି ଗାଁ ବାସୀଙ୍କ ପାଇଁ ଭଲ ରାସ୍ତା ଟିଏ ମିଳିବା ସାତ ସପନ ।
#ArgusNews #Odisha #Sundergarh #SundergarhMunicipality #BijuExpressway #Corruption