#ଯେତେ_ଲୁଚାଇଲେ_ବି_ଲୁଚୁନି_ମଣ୍ଡି_ମିଛ
#ସତ_ଖୋଲିଦେଲା_ସରକାରୀ_ଚିଠି
#ବିନା_ଭିତ୍ତିଭୂମିରେ_ଚାଲିଛି_ରାଜ୍ୟର_ଧାନ_କିଣା_ପ୍ରକ୍ରିୟା
ରାଜ୍ୟରେ ମଣ୍ଡି ଭିତ୍ତିଭୂମି ନେଇ ସମବାୟ ସମିତି ନିବନ୍ଧକଙ୍କ ଚିଠି ଖୋଲି ଦେଇଛି ସବୁ ଗୁମର । ଚିଠି କହୁଛି ମଣ୍ଡିର ଅବ୍ୟବସ୍ଥା ସାଙ୍ଗକୁ ବିଦ୍ୟୁତ୍, ପାନୀୟଜଳ ବ୍ୟବସ୍ଥାର ଭିତ୍ତିଭୂମିର ଘୋର ଅଭାବ ରହିଛି । କେଉଁ ପ୍ରାଥମିକ କୃଷି ସମବାୟ ସମିତିରେ ନିୟମିତ ସମ୍ପାଦକ ନାହାନ୍ତି ତ ଆଉ କେଉଁଠି ବିଦ୍ୟୁତ୍ ଭିତ୍ତିଭୂମି, କେଉଁଠି ପାନୀୟଜଳ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ନେଟୱର୍କ ନାହିଁ ।
#cooperativesociety #secretarygeneral #manidiissue #infrastructure #agricultural #electricity #drinkingwater #OdishaCM #Odisha #ArgusNews