ରାଉରକେଲା ପାନପୋଷ ବସ୍ତିରେ ପଶିଲା ନାଳ ପାଣି
ରାଉରକେଲା ପାନପୋଷ ବସ୍ତି ଅଞ୍ଚଳର ଜଗନ୍ନାଥ କଲୋନୀରେ ଘରେ ଏବଂ ରାସ୍ତା ରେ ନାଳ ପାଣି ଜମି ରହିଛି ।ସ୍ଥାନୀୟ ପ୍ରଶାସନ ଆସି ଖାଲି ଦେଖିକି ଯାଉଛନ୍ତି କିନ୍ତୁ ଏହାର ସ୍ଥାୟୀ ସମାଧାନ କରୁ ନଥିବାର ଅଭିଯୋଗ କରିଥିଲେ
#ArgusNews #Odisha #DrainIssue #Rourkela #DrainProblem